ତଣ୍ଡ ଗଣିବା ପରେ ସଫେଇ ଦେଲେ ଓଲିଉଡର ସୁପରଷ୍ଟାର ବାବୁସାନ୍

ଭୁବନେଶ୍ୱର: ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ନାଁରେ ନୂଆ ଟ୍ରାଫିକ୍ ନିୟମ ଉଲ୍ଲଂଘନର ଅଭିଯୋଗ ଆସିବା ପରେ ଏ ନେଇ ସଫେଇ ଦେଇଛନ୍ତି ନିଜେ ବାବୁସାନ୍। ବାବୁସାନ୍ କହିଛନ୍ତି ଯେ ଯେ ତାଙ୍କ ଘରର କଂପାଉଣ୍ଡ ଗେଟ ବାହାରେ ବାଇକ୍ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଟ୍ରାଫିକ୍ ଛକ ବା ଏନ୍ଏଚରେ ବାଇକ୍ ଚଳାଇନାହାନ୍ତି। ତେବେ ଏନେଇ ଆଗକୁ ଅଧିକ ସଚେତନ ହେବେ ବୋଲି ବାବୁସାନ୍ ନିଜ … Continue reading ତଣ୍ଡ ଗଣିବା ପରେ ସଫେଇ ଦେଲେ ଓଲିଉଡର ସୁପରଷ୍ଟାର ବାବୁସାନ୍